ଜିନ୍ବାଡ଼ି Jin-bāṟḍ̠i

  • ଦେ. ବି. — କାଠରେ ଛିଦ୍ର କରିବା ପାଇଁ ବ୍ଯବହୃତ ଭଁଅରକୁ ବୁଲାଇବା ସକାଶେ ଦଉଡ଼ି ଲାଗିଥିବା ଯଷ୍ଟି; କମାଣି — A bow attached with a string to bore holes into wood with the gimlet