ଜିନିସାତ୍ Jinisāt

  • ବୈଦେ. ବି. (ବହୁବଚନ) (ଫା. ଜିନ୍ସାତ୍) — ଜିନିସପତ୍ର (ଦେଖ) — Jinisapatra (See)
  • ବୈଦେ. ବି. (ବହୁବଚନ) (ଫା. ଜିନ୍ସାତ୍) — ବିଲାତି ଜିନିସାତ୍ ସହିତ ରୁଚି ନାମଧେୟ ପଦାର୍ଥବିଶେଷ ଏ ଦେଶକୁ ନୂଆ ଆମଦାନି ହୋଇଅଛି—ଫକୀରମୋହନ, ଛମାଣ ଆଠଗୁଣ୍ଠ