ଜିନିସପତ୍ର Jinisa-patra

  • ଦେ. ବି. (ବହୁବଚନ; ଫା ଜିନ୍ସ୍+ ଅନର୍ଥକ ସହଚର ପତ୍ର; ତୁଳନାକର; କାଗଜପତ୍ର) — ଦ୍ରବ୍ୟନିଚୟ — Goods; things
  • ଦେ. ବି. (ବହୁବଚନ; ଫା ଜିନ୍ସ୍+ ଅନର୍ଥକ ସହଚର ପତ୍ର; ତୁଳନାକର; କାଗଜପତ୍ର) — ପଣ୍ୟଦ୍ରବ୍ୟସମୂହ — Merchandise
  • ଦେ. ବି. (ବହୁବଚନ; ଫା ଜିନ୍ସ୍+ ଅନର୍ଥକ ସହଚର ପତ୍ର; ତୁଳନାକର; କାଗଜପତ୍ର) — ପର୍ଯ୍ୟଟକ ବା ଯାତ୍ରୀଙ୍କ ସଙ୍ଗେ ଥିବା ପଦାର୍ଥସମୂହ — Articles and luggages; traveller's baggage
  • ଦେ. ବି. (ବହୁବଚନ; ଫା ଜିନ୍ସ୍+ ଅନର୍ଥକ ସହଚର ପତ୍ର; ତୁଳନାକର; କାଗଜପତ୍ର) — ଘରର ଉପକରଣସମୂହ; ଘରକରଣା ବସ୍ତୁନିଚୟ — Furniture of a house; house-hold articles