ଜିନିଆ Jiniā

  • ବୈଦେ. ବି. (ଇଂ. ଜିନ୍ନିଆ; jinnia) — ବିଦେଶୀ ପୁଷ୍ପ— ଶାକବିଶେଷ — Zinnia Elegans
  • ବୈଦେ. ବି. (ଇଂ. ଜିନ୍ନିଆ; jinnia) — [ଦ୍ର—ଏ ଗଛ ବର୍ଷେ ମାତ୍ର ବଞ୍ଚି ରହେ। ଏହାର ଫୁଲ କୁସୁମ ବା ଗେଣ୍ଡୁ ଫୁଲ ପରି। ଆଧୁନିକ ସୁଉଖୀନ୍ମାନଙ୍କ ଉଦ୍ୟାନରେ ଏହା ଦେଖାଯାଏ।]