ଜିଦ୍ଖୋର୍ Jid-khor

  • ବୈଦେ. ବିଣ. (ଫା) — ଏକଗୁୟାଁ; ଜିଗରିଆ; ଯେ ଆପଣ କଥା ବଜାୟ ରଖିବା ପାଇଁ ଅନ୍ୟର ଉପଦେଶ ବା ଯୁକ୍ତିକୁ ମାନେ ନାହିଁ — Headstrong; perverse; importunate; pertinacious