ଜିଦାଜିଦି Jidājidi

  • ଦେ. ବି. — ଦୁଇଜଣ ବ୍ଯକ୍ତିଙ୍କର ପରସ୍ପର କଥା ରକ୍ଷା କରିବା ପାଇଁ ଜିଦି ମରାମରି ହେବା — Betting; hazarding for each other's proposition (e.g. in gambling); mutual staking
  • ଦେ. ବି. — ପ୍ରତିଯୋଗିତା — Rivalry; emulation
  • ଦେ. ବିଣ — ପ୍ରତିଯୋଗୀ — Emulating
  • ଦେ. ବିଣ — ଜିଦି ମରାମରି ହେବା ବ୍ଯକ୍ତି — Betting; staking mutually