ଜିତକାଶୀ Jita-kāṡī
- ସଂ. ବିଣ.— (ଜିତ+କାଶ୍ ଧାତୁ=ଦୀପ୍ତ ପାଇବା+ଇନ୍; 1 ମା. 1 ବ.) — ଜୟଶୀଳ; ବିଜୟୀ — Victorious
- ସଂ. ବିଣ.— (ଜିତ+କାଶ୍ ଧାତୁ=ଦୀପ୍ତ ପାଇବା+ଇନ୍; 1 ମା. 1 ବ.) — ଜିତକାଶୀ ହେବାରୁ ଭୀମ ମହାମଲ୍ଲ, ଗରଜନ କରୁଅଛନ୍ତି ଶୁଣ ଭଲ। କୃଷ୍ଣସିଂହ, ମହାଭାରତ, କର୍ଣ୍ଣ।
- ସଂ. ବିଣ.— (ଜିତ+କାଶ୍ ଧାତୁ=ଦୀପ୍ତ ପାଇବା+ଇନ୍; 1 ମା. 1 ବ.) — ଗର୍ବିତ — Proud