ଜିଜ୍ଞାସ୍ୟ Jijn̄āsya
- ସଂ. ବିଣ. (ଜ୍ଞା ଧାତୁ+ଇଚ୍ଛାର୍ଥରେ ସନ୍=ଜିଜ୍ଞାସ୍ ଧାତୁ +କର୍ମ. ଯ) — ଜିଜ୍ଞାସାର ବିଷୟୀଭୂତ — Subject of question
- ସଂ. ବିଣ. (ଜ୍ଞା ଧାତୁ+ଇଚ୍ଛାର୍ଥରେ ସନ୍=ଜିଜ୍ଞାସ୍ ଧାତୁ +କର୍ମ. ଯ) — ପ୍ରଶ୍ନର ଯୋଗ୍ୟ; ଅନୁସନ୍ଧେୟ — Fit to be questioned or enquired into worthy of investigation
- ସଂ. ବିଣ. (ଜ୍ଞା ଧାତୁ+ଇଚ୍ଛାର୍ଥରେ ସନ୍=ଜିଜ୍ଞାସ୍ ଧାତୁ +କର୍ମ. ଯ) — ଯେଉଁ ବ୍ଯକ୍ତିକୁ ପଚାରିବା ଉଚିତ — (person) Fit who asked questions