ଜିଜ୍ଞାସ୍ୟମାନ Jijn̄āsyamāna
- ସଂ. ବିଣ. ପୁଂ. (ଜ୍ଞା ଧାତୁ+ଇଚ୍ଛାର୍ଥରେ ସନ୍+କର୍ମ. ଅନ) — ଯାହା ସମ୍ବନ୍ଧରେ ପ୍ରଶ୍ନ ବା ଅନୁସନ୍ଧାନ କରା ଯାଉଅଛି — Subject of enquiry
- ସଂ. ବିଣ. ପୁଂ. (ଜ୍ଞା ଧାତୁ+ଇଚ୍ଛାର୍ଥରେ ସନ୍+କର୍ମ. ଅନ) — ଯେଉଁ ବିଷୟରେ ଅନୁସନ୍ଧାନ ଚଳୁଅଛି — The subject-matter under enquiry; which is being enquired about