ଜିଜ୍ଞାସୁ Jijn̄āsu

  • ସଂ. ବିଣ. (ଜ୍ଞା ଧାତୁ+ଇଚ୍ଛାର୍ଥରେ ସନ୍+କର୍ତ୍ତୃ. ଉ) ଜିଜ୍ଞାସାକାରୀ; ପ୍ରଶ୍ନକାରୀ — Inquisitive; enquiring
  • ସଂ. ବିଣ. (ଜ୍ଞା ଧାତୁ+ଇଚ୍ଛାର୍ଥରେ ସନ୍+କର୍ତ୍ତୃ. ଉ) ଜାଣିବାକୁ ଇଚ୍ଛୁକ ବା ଅଭିଳାଷୀ — Desirous of knowing; wishing to know
  • ସଂ. ବିଣ. (ଜ୍ଞା ଧାତୁ+ଇଚ୍ଛାର୍ଥରେ ସନ୍+କର୍ତ୍ତୃ. ଉ) ମୁମୁକ୍ଷୁ; ଆତ୍ମମୁକ୍ତି କାମନାରେ ତତ୍ତ୍ୱଜ୍ଞାନଲାଭେଚ୍ଛୁ — Desirous of getting absolution; inquisitive after the truth of salvation