ଜିଜ୍ଞାସିବା Jijn̄āsibā

  • ଦେ. (ପଦ୍ଯ) କ୍ରି. (ସଂ. ଜିଜ୍ଞାସ୍ ଧାତୁ) — ଜିଜ୍ଞାସା କରିବା; ଅନୁସନ୍ଧାନ କରିବା — To enquire
  • ଦେ. (ପଦ୍ଯ) କ୍ରି. (ସଂ. ଜିଜ୍ଞାସ୍ ଧାତୁ) — ଫଳ ଜିଜ୍ଞାସିଲେ ନୃପ ସ୍ୱପ୍ନବତ ବୁଧେ ଉକାଇ— ରାଧାନାଥ, ନନ୍ଦିକେଶ୍ୱରୀ।