ଜିଜ୍ଞାସମାନ Jijn̄āsamāna

  • ସଂ. ବିଣ. ପୁଂ [ଜ୍ଞା ଧାତୁ+ଇଚ୍ଛାର୍ଥରେ. ସନ୍+କର୍ତ୍ତୃ. ଅନ (ଶାନଚ)] — ଜିଜ୍ଞାସୁ; ଯେ ପ୍ରଶ୍ନ କରୁଅଛି — Questioning or enquiring about
  • ସଂ. ବିଣ. ପୁଂ [ଜ୍ଞା ଧାତୁ+ଇଚ୍ଛାର୍ଥରେ. ସନ୍+କର୍ତ୍ତୃ. ଅନ (ଶାନଚ)] — ଅନୁସନ୍ଧିତ୍ସୁ — Inquisitive