ଜିଘାଂସିତ Jighāṁsita

  • ସଂ. ବିଣ. (ଜିଘାଂସା+ସଂଜାତ ଅର୍ଥରେ ଇତ) — ଜିଘାଂସୁ (ଦେଖ) — Jighāṁsu (See)
  • ସଂ. ବିଣ. (ଜିଘାଂସା+ସଂଜାତ ଅର୍ଥରେ ଇତ) — (ଜିଘାଂସ୍ ଧାତୁ+କର୍ମ. ତ)—ଯାହାକୁ ମାରି ପକାଇବାକୁ ଅନ୍ଯ ଲୋକ ଚେଷ୍ଟା ବା ଇଚ୍ଛା କରୁଥାଏ — Sought to be killed or injured