ଜିଉନ୍ତିଆ Jiuntiā

  • ପ୍ରାଦେ. (ସମ୍ବଲପୁର) ବି. (ସଂ ଜୀତାଷ୍ଟମୀ ବା ଜୀମୂତାଷ୍ଟମୀ; ତୁଳ. ଏହି ଅର୍ଥରେ ହିନ୍ଦି ଏହି ଶବ୍ଦ) — ଜୀତାଷ୍ଟମୀ; ଅଶ୍ୱିନ କୃଷ୍ଣାଷ୍ଟମୀ ବ୍ରତ — A religious vow observed on the 8th of the dark fortnight of Āṡwina
  • ପ୍ରାଦେ. (ସମ୍ବଲପୁର) ବି. (ସଂ ଜୀତାଷ୍ଟମୀ ବା ଜୀମୂତାଷ୍ଟମୀ; ତୁଳ. ଏହି ଅର୍ଥରେ ହିନ୍ଦି ଏହି ଶବ୍ଦ) — ଆଶ୍ୱିନ ଶୁକ୍ଳ ସପ୍ତମୀ ଦିନ (ଭାଇଜିଉନ୍ତିଆ) ଓ ଭାଦ୍ର ଶୁକ୍ଳ ଷଷ୍ଠୀ ଦିନ (ପୁଅଜିଉନ୍ତିଆ) ସ୍ତ୍ରୀ ଲୋକମାନେ କରିବା ବ୍ରତ — A religious vow observed by women having brothers on the 7th day of the light fortnight of Āṡwina and by those having sons on the 6th day of the light fortnight of Bhādra
  • ପ୍ରାଦେ. (ସମ୍ବଲପୁର) ବି. (ସଂ ଜୀତାଷ୍ଟମୀ ବା ଜୀମୂତାଷ୍ଟମୀ; ତୁଳ. ଏହି ଅର୍ଥରେ ହିନ୍ଦି ଏହି ଶବ୍ଦ) — [ଦ୍ର—ପୁଅଜିଉନ୍ତିଆ ପାଳିବା ସ୍ତ୍ରୀମାନେ ଏହି ବ୍ରତରେ ବେକରେ ଗୋଟିଏ ଗଣ୍ଠିଦିଆ ସୁତା (ରକ୍ଷା କବଚ) ପିନ୍ଧନ୍ତି, ଭାଦ୍ର ଶୁଷ୍ଳ ଷଷ୍ଠୀରେ ଓଡ଼ିଶାରେ ସ୍ତ୍ରୀଲୋକମାନେ ଓଷା କରନ୍ତି।]
  • ପ୍ରାଦେ. (ସମ୍ବଲପୁର) ବି. (ସଂ ଜୀତାଷ୍ଟମୀ ବା ଜୀମୂତାଷ୍ଟମୀ; ତୁଳ. ଏହି ଅର୍ଥରେ ହିନ୍ଦି ଏହି ଶବ୍ଦ) — ଉକ୍ତ ବ୍ରତ ପାଳନ କରିବା ସ୍ତ୍ରୀମାନେ ବେକରେ ଯେଉଁ ରକ୍ଷାକବଚ ପିନ୍ଧନ୍ତି — 2. The sacred string worn round the neck by matrons observing the above vow