ଜିଅର୍ବାର୍ Jiar-bār

  • ଗ୍ରା. ବୈଦେ. ବି. (ଫା.ଜୋରବାର— କ୍ଷତିଗ୍ରସ୍ତ) — (ଧନର) ଅପବ୍ଯୟ; ବୃଥାବ୍ଯୟ — Waste of money
  • ଗ୍ରା. ବୈଦେ. ବି. (ଫା.ଜୋରବାର— କ୍ଷତିଗ୍ରସ୍ତ) — କ୍ଷତି — Loos
  • ବିଣ — ଅପବ୍ଯୟିତ — Waste
  • ବିଣ — ଧନର ଅପବ୍ଯୟ କରିବା ଅବସ୍ଥାରେ ପଡ଼ିଥିବା (ବ୍ଯକ୍ତି), ବ୍ଯୟଗ୍ରସ୍ତ — (a person) put to wasteful expense
  • ବିଣ — କ୍ଷତିଗ୍ରସ୍ତ — Sustaining loss; put to loss