ଜି ହଜୁର! Ji hajur!
- ଦେ. ଅ. (ସଂ. ଜିତ୍+ଆ. ହୁଜୁର) (ସମ୍ମାନସୁଚକ ବ୍ଯକ୍ତିଙ୍କୁ ଜବାବ ଦେବାରେ ବ୍ଯବହୃତ) — ହଁ, ମହାଶୟ! — Yes, Your Honor! yes, Your Highness (a term used in responding to one's superior)
- ଦେ. ଅ. (ସଂ. ଜିତ୍+ଆ. ହୁଜୁର) (ସମ୍ମାନସୁଚକ ବ୍ଯକ୍ତିଙ୍କୁ ଜବାବ ଦେବାରେ ବ୍ଯବହୃତ) — [ଦ୍ର—ରାଜା ଓ ହାକିମମାନଙ୍କୁ ନିମ୍ନବ୍ଯକ୍ତିମାନେ ଡାକର ଉତ୍ତର ଦେବାବେଳେ, କୌଣସି ବିଷୟରେ ସମ୍ମତି ଜ୍ଞାପନ କରିବା ବେଳେ ଏ ଶବ୍ଦଦ୍ୱୟ ବ୍ଯବହାର କରନ୍ତି। ଉର୍ଦ୍ଦୁ ଜୀ ଶବ୍ଦ ସଂ. ଜିତ୍ =ଜୟୀ କିମ୍ବା ସଂ. ଜୀବର ଅପଭ୍ରଂଶ ଓ ଆ. ହୁଜୁର ଶବ୍ଦ ଓଡ଼ିଆ 'ଛାମୁ' ଶବ୍ଦ ପରି ବଡ଼ଲୋକଙ୍କ ସାମୀପ୍ୟ ବା ସାମ୍ମୁଖ୍ୟବାଚକ; ଜି ହଜୁର ଏହି ପଦର ଅର୍ଥ ହଁ, ମହାଶୟ!]