ଜି (ଧାତୁ) Ji (root)

  • ସଂ — ଜିଣିବା; ଜୟ କରିବା — To overcome; to win; to conquer
  • ସଂ — ଅନ୍ୟକୁ ଯୁଦ୍ଧାଦିରେ ପରାଜିତ କରିବା — To defeat; to vanquish; to subdue
  • ସଂ — ବଶ କରିବା; ନିୟନ୍ତ୍ରିତ କରିବା — To curb; to restrain; to bring under control
  • ସଂ — ଅପରାଧୀ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେବା — to convict an accused
  • ସଂ — ଅନ୍ୟକୁ ବଳିଯିବା — To surpass; to excel