ଜାୟାଜୀବ Jāyājība

  • ସଂ. ବି. ପୁଂ. (ବହୁବ୍ରୀହି; ଜାୟା+ଆଜୀବ; ଯେଉଁ ଲୋକ ସ୍ତ୍ରୀଦ୍ୱାରା ଜୀବିକାନିର୍ବାହ କରେ) — ବେଶ୍ୟାପତି— ଭଡ଼ୁଆ — A man who hires out his wife; a cuckold
  • ସଂ. ବି. ପୁଂ. (ବହୁବ୍ରୀହି; ଜାୟା+ଆଜୀବ; ଯେଉଁ ଲୋକ ସ୍ତ୍ରୀଦ୍ୱାରା ଜୀବିକାନିର୍ବାହ କରେ) — ନଟ — An actor; a dancer
  • ସଂ. ବି. ପୁଂ. (ବହୁବ୍ରୀହି; ଜାୟା+ଆଜୀବ; ଯେଉଁ ଲୋକ ସ୍ତ୍ରୀଦ୍ୱାରା ଜୀବିକାନିର୍ବାହ କରେ) — କି ତୋ ସାହସ ଜାୟାଜୀବ ପ୍ରାୟେ କିବା ଏହାଠାରେ ଏଡ଼େ ନିର୍ଦ୍ଦୟେ। ଦୀନକୃଷ୍ଣ, ରସକଲ୍ଲୋଳ।
  • ସଂ. ବି. ପୁଂ. (ବହୁବ୍ରୀହି; ଜାୟା+ଆଜୀବ; ଯେଉଁ ଲୋକ ସ୍ତ୍ରୀଦ୍ୱାରା ଜୀବିକାନିର୍ବାହ କରେ) — ବକପକ୍ଷୀ — The heron
  • ସଂ. ବି. ପୁଂ. (ବହୁବ୍ରୀହି; ଜାୟା+ଆଜୀବ; ଯେଉଁ ଲୋକ ସ୍ତ୍ରୀଦ୍ୱାରା ଜୀବିକାନିର୍ବାହ କରେ) — [ଦ୍ର—ପ୍ରବାଦ ଅଛି ଯେ ବଗୁଲୀ ଡିମ୍ବ ପ୍ରସବ କଲାପରେ ବଗ ଉକ୍ତ ଡିମ୍ବକୁ ଉଷୁମାଏ; ବଗୁଲୀ ପଦାରୁ ଚରିବାକୁ ଯାଏ ଓ ବଗକୁ ଆଣି ଅଧାର ଯୋଗାଏ।]