ଜାହିର୍ କରିବା Jāhir karibā
- ଦେ. କ୍ରି — ସାଧାରଣରେ ପ୍ରକାଶ କରିବା; ରଚନା କରିବା — To publish or proclaim openly; to disclose
- ଦେ. କ୍ରି — (ଯଥା—ବିଦ୍ୟା ଜାହିର୍ କରିବା।)
- ଦେ. କ୍ରି — ଦେଖାଇବା — To show; to display
- ଦେ. କ୍ରି — (ଯଥା—କରାମତ୍ ଜାହିରି କରିବା)।
- ଦେ. କ୍ରି — ଦଣ୍ଡଆଦି ଦେଇ କୌଣସି ବ୍ଯକ୍ତି ବା ଜନ୍ତୁକୁ କରାୟତ୍ତ କରିବା ବା ଶାସନ କରିବା — To bring a person or animal under control by punishment; to teach a person a lesson