ଜାହାନିଆଁ Jāhāniāñ
- ବୈଦେ. ବି. (ଆ) (ନାମ) — ଜନୈକ ମୁସଲମାନ ପରି— ବ୍ରାଜକ ମହାପୁରୁଷ — Name of a Mahomedan traveller-saint
- ବୈଦେ. ବି. (ଆ) (ନାମ) — [ଦ୍ର—ପୁରୀ ଜିଲା କାକଟପୁର ନିକଟସ୍ଥ ସମୁଦ୍ରକୂଳରେ ଏହାଙ୍କର ଗାଦି ଅଛି। ସହକାର— 12 ଶ ସଂଖ୍ୟା—ରାଧାଚରଣ ପଣ୍ଡା।] — [ଦ୍ର—ପୁରୀ ଜିଲା କାକଟପୁର ନିକଟସ୍ଥ ସମୁଦ୍ରକୂଳରେ ଏହାଙ୍କର ଗାଦି ଅଛି ସହକାର—12ଶ ସଂଖ୍ୟା—ରାଧାଚରଣ ପଣ୍ଡା]