ଜାହାଜିଆ Jāhājiā

  • ବୈଦେ. ବି. (ଆ) — ପୋତାଧ୍ୟକ୍ଷ; କାପ୍ତାନ — Captain of a ship
  • ବୈଦେ. ବି. (ଆ) — ନାବିକ; ନୌକର୍ମଚାରୀ — A sailor; a mariner
  • ବୈଦେ. ବି. (ଆ) — ବୋଇତିଆଳ; ଜାହାଜଦ୍ୱାରା ବାଣିଜ୍ୟ କରିବା ବ୍ଯକ୍ତି — A person who trades with the help of a ship; an export merchant
  • ବୈଦେ. ବି. (ଆ) — ବାଲେଶ୍ୱରରେ ଅନେକଗୁଡ଼ିଏ ଜାହାଜିଆ ମହାଜନ ଥିଲେ। ଫକୀରମୋହନ, ଗଳ୍ପସ୍ୱଳ୍ପ।
  • ଦେ. ବିଣ. — ଜାହାଜସମ୍ବନ୍ଧୀୟ — Pertaining to a ship
  • ଦେ. ବିଣ. — ନୌସମ୍ବନ୍ଧୀୟ — Nautical
  • ଦେ. ବିଣ. — ଜାହାଜରେ ସମୁଦ୍ରପାରସ୍ଥ ବିଦେଶରୁ ଆନୀତ; ବିଦେଶୀ (ଯଥା ଜାହାଜୀ ଗୁଆ — Imported from a foreign transmarine country