ଜାହାଜାତି Jāhājāti

  • ଦେ. ବିଣ. — ଜାହାଜ ସମ୍ବନ୍ଧୀୟ — Relating to a ship; nautical
  • ଦେ. ବିଣ. — ଶୁଣାଶୁଣିରେ ଜାହାଜାତି କାରବାର ବାଲେଶ୍ୱରରୁ ଉଠି ଯିବ। ଫକୀରମୋହନ, ଗଳ୍ପସ୍ୱଳ୍ପ।