ଜାହାଜପଡ଼ିଆ Jāhāja-paṟḍ̠iā

  • ଦେ. ବି. (ନାମ) — ଚିଲିକାର ମାଲୁଦ ନିକଟରେ ଥିବା ଗୋଟିଏ ଅତ୍ୟୁଚ୍ଚ ସ୍ଥାନ ଓ ତନ୍ମିକଟବର୍ତ୍ତୀ ପ୍ରକାଣ୍ଡ ପଡ଼ିଆ — Name of a high land including a vast field near by near Malud on the Chilka lake in Puri destrict
  • ଦେ. ବି. (ନାମ) — [ଦ୍ର—ଓଡ଼ିଶାର ସ୍ୱାଧୀନ, ରାଜାଙ୍କ ଅମଳରେ ଜାହାଜ ସମୁଦ୍ରରୁ ଆସି ଏହିଠାରେ ଲାଗୁଥିଲା।]