ଜାହାଁବାଜ୍ Jāhāñ-bāj
- ବୈଦେ. ବିଣ. (ଫା. ଜାହାନ=ପୃଥିବୀ+ଦର୍ଶକ ଅର୍ଥରେ ଫାରସୀ ବାଜ୍ ପ୍ରତ୍ୟୟ, କିମ୍ବା ଆ. ଜେହନ୍= ବୁଦ୍ଧି+ଅଧିକାରୀ ଅର୍ଥରେ ବୀଜ ପ୍ରତ୍ୟୟ; ତୁଳ. ଫା. ଜହାଦୀଦ୍=ଅନୁଭବୀ) — ବହୁଦର୍ଶୀ; ଅନୁଭବୀ — Experienced
- ବୈଦେ. ବିଣ. (ଫା. ଜାହାନ=ପୃଥିବୀ+ଦର୍ଶକ ଅର୍ଥରେ ଫାରସୀ ବାଜ୍ ପ୍ରତ୍ୟୟ, କିମ୍ବା ଆ. ଜେହନ୍= ବୁଦ୍ଧି+ଅଧିକାରୀ ଅର୍ଥରେ ବୀଜ ପ୍ରତ୍ୟୟ; ତୁଳ. ଫା. ଜହାଦୀଦ୍=ଅନୁଭବୀ) — ତୀକ୍ଷ୍ଣ ବୁଦ୍ଧି — Sharp-witted
- ବୈଦେ. ବିଣ. (ଫା. ଜାହାନ=ପୃଥିବୀ+ଦର୍ଶକ ଅର୍ଥରେ ଫାରସୀ ବାଜ୍ ପ୍ରତ୍ୟୟ, କିମ୍ବା ଆ. ଜେହନ୍= ବୁଦ୍ଧି+ଅଧିକାରୀ ଅର୍ଥରେ ବୀଜ ପ୍ରତ୍ୟୟ; ତୁଳ. ଫା. ଜହାଦୀଦ୍=ଅନୁଭବୀ) — କୂଟବୁଦ୍ଧି — Crafty; of crooked policy
- ବୈଦେ. ବିଣ. (ଫା. ଜାହାନ=ପୃଥିବୀ+ଦର୍ଶକ ଅର୍ଥରେ ଫାରସୀ ବାଜ୍ ପ୍ରତ୍ୟୟ, କିମ୍ବା ଆ. ଜେହନ୍= ବୁଦ୍ଧି+ଅଧିକାରୀ ଅର୍ଥରେ ବୀଜ ପ୍ରତ୍ୟୟ; ତୁଳ. ଫା. ଜହାଦୀଦ୍=ଅନୁଭବୀ) — ଖେଚେଡ଼ା; ଦୁଷ୍ଟ — Wicked; wanton
- ବୈଦେ. ବିଣ. (ଫା. ଜାହାନ=ପୃଥିବୀ+ଦର୍ଶକ ଅର୍ଥରେ ଫାରସୀ ବାଜ୍ ପ୍ରତ୍ୟୟ, କିମ୍ବା ଆ. ଜେହନ୍= ବୁଦ୍ଧି+ଅଧିକାରୀ ଅର୍ଥରେ ବୀଜ ପ୍ରତ୍ୟୟ; ତୁଳ. ଫା. ଜହାଦୀଦ୍=ଅନୁଭବୀ) — ଦୁର୍ଦ୍ଦମନୀୟ — Difficult to control; unmanageable