ଜାହାଁଜାହାଁ Jāhāñ-jāhāñ
- ଦେ. ଅ. (ସଂ. ଯନ୍ତ୍ର; ପ୍ରା. ଜହ; ଦ୍ୱିରୁକ୍ତ) — ଯେଉଁ ଯେଉଁ ସ୍ଥାନମାନଙ୍କୁ — To which places
- ଦେ. ଅ. (ସଂ. ଯନ୍ତ୍ର; ପ୍ରା. ଜହ; ଦ୍ୱିରୁକ୍ତ) — ଯେଉଁ ଯେଉଁ ସ୍ଥାନମାନଙ୍କରେ — At which places
- ଦେ. ଅ. (ସଂ. ଯନ୍ତ୍ର; ପ୍ରା. ଜହ; ଦ୍ୱିରୁକ୍ତ) — ସବୁ ସ୍ଥାନରେ — At all places whatever