ଜାଳିଣି Jāḻiṇi

  • ଦେ. ବି (ସଂ. ଜ୍ୱଳ ଧାତୁ; ଜ୍ୱଳନ) — ନିଆଁ ଜାଳିବାପାଇଁ ବ୍ଯବହୃତ କାଠ; ଚୁଲିରେ ଜଳା ହେବା କାଠ; ଇନ୍ଧନ — Fuel
  • ଦେ. ବି (ସଂ. ଜ୍ୱଳ ଧାତୁ; ଜ୍ୱଳନ) — ମିଟିମିଟି ଆଖି ନୁଆବୋହୁଟିଏ ସଜାଡ଼ୁ ଥିଲା ଜାଳିଣି। ନନ୍ଦକିଶୋର, ନିର୍ଝରିଣୀ।
  • ଦେ. ବି (ସଂ. ଜ୍ୱଳ ଧାତୁ; ଜ୍ୱଳନ) — ଯେଉଁ ପଦାର୍ଥରେ ସହଜରେ ନିଆଁ ଲାଗେ ଓ ଯାହା ଚୁଲ୍ଲୀରେ ପ୍ରଥମେ ନିଆଁ ଧରାଇବା ପାଇଁ ବ୍ଯବହୃତ ହୁଏ — An inflammable substance with which a fire is first lighted