ଜାଳାତନ୍ Jāḻātan

  • ଦେ. ବିଣ. (ବଙ୍ଗଳାରୁ ଅନୁକୃତ; ସଂ. ଜ୍ୱାଳା. ତୁଳ. ଆ. ଜାଲାବ୍ତନ=ଦେଶରୁ ନିର୍ବାସିତ) — ଜ୍ୱାଳାରେ ଅସ୍ଥିର; ପୀଡ଼ିତ; ସନ୍ତାପପ୍ରପୀଡ଼ିତ — Oppressed