ଜାଳିକ Jāḻka

  • ସଂ. ବି (ଜାଳ+ଜୀବିକା ଅର୍ଥରେ ଇକ) — ଜାଲଜୀବୀ — One who ekes out his livelihood with a net or a snare
  • ସଂ. ବି (ଜାଳ+ଜୀବିକା ଅର୍ଥରେ ଇକ) — କେଉଟ; ଧୀବର — Fisherman
  • ସଂ. ବି (ଜାଳ+ଜୀବିକା ଅର୍ଥରେ ଇକ) — ବ୍ୟାଧ; ଜାଲ ବା ଫାଶଦ୍ୱାରା ପଶୁପକ୍ଷୀଙ୍କୁ ଯେ ଧରେ — A fowler; a person who catches animals with snares; a huntsman
  • ସଂ. ବି (ଜାଳ+ଜୀବିକା ଅର୍ଥରେ ଇକ) — ଯେ ଜାଲ ବୁଣେ — Weaver of nets
  • ସଂ. ବି (ଜାଳ+ଜୀବିକା ଅର୍ଥରେ ଇକ) — ମାକଡ଼ସା — Spider
  • ସଂ. ବି (ଜାଳ+ଜୀବିକା ଅର୍ଥରେ ଇକ) — ଜୋକ — Leech
  • ସଂ. ବି (ଜାଳ+ଜୀବିକା ଅର୍ଥରେ ଇକ) — ମାକଡ଼ — Monkey
  • ସଂ. ବି (ଜାଳ+ଜୀବିକା ଅର୍ଥରେ ଇକ) — ପ୍ରବଞ୍ଚକ — A cheat; a rogue
  • ସଂ. ବି (ଜାଳ+ଜୀବିକା ଅର୍ଥରେ ଇକ) — ଯେ କୁହୁକ ଦେଖାଏ; ବାଜୀଗର; ଇନ୍ଦ୍ରଜାଲିକ — A juggler; conjurer
  • ସଂ. ବି (ଜାଳ+ଜୀବିକା ଅର୍ଥରେ ଇକ) — ଝରକା; ଜଳାକବାଟି — Latticed window
  • ସଂ. ବି (ଜାଳ+ଜୀବିକା ଅର୍ଥରେ ଇକ) — ପ୍ରଦେଶର ଶାସନକର୍ତ୍ତା — A provincial governor
  • ସଂ. ବି (ଜାଳ+ଜୀବିକା ଅର୍ଥରେ ଇକ) — କଦଳୀ — Plantain