ଜାଲ୍ସାଜି Jāl-sāji

  • ବୈଦେ. ବି. (ଆ. ଜାଲ୍+ଫା. ସାଜୀ) — ଜାଲ୍କର୍ମ — Forgery
  • ବୈଦେ. ବି. (ଆ. ଜାଲ୍+ଫା. ସାଜୀ) — ଠକାମି; ପ୍ରତାରଣା — Deception