ଜାଲ୍ କରିବା Jāl karibā

  • ଦେ. କ୍ରି — କୃତ୍ରିମ ଲେଖା ଲେଖିବା — To forge; to forge a writing or document
  • ଦେ. କ୍ରି — (ଯଥା—ତୁମ୍ଭେ ତାଙ୍କ ଦସ୍ତଖତ ଜାଲ୍ କରିବ କି?)
  • ଦେ. କ୍ରି — ଅସଦୁଦ୍ଦେଶ୍ୟରେ ଅସଲ ପଦାର୍ଥର ଅବିକୃତ ନକଲ ପ୍ରସ୍ତୁତ କରିବା — To counterfeit a genuine thing; to imitate culpably
  • ଦେ. କ୍ରି — [ଦ୍ର—ଜାଲ୍ କରିବା ଆଇନ୍ ଅନୁସାରେ ଗୁରୁତର ଅପରାଧ ଅଟେ।]