ଜାଲିପଟିଆମ Jālipaṭiāma

  • ଦେ. ବି. — ସ୍ତ୍ରୀମାନଙ୍କର କାନର ତାରକସି କାମର ଅଳଙ୍କାରବିଶେଷ; ସଛିଦ୍ର କାପ — A kind of filigree-work earring worn by females
  • ଦେ. ବି. — ସୁନା ମଲ୍ଲିକଢ଼ୀ ଫୁଲ ଜାଲିପଟିଆମ, ବାଳାର କରିଛି ଶ୍ରବଣକୁ ମନୋରମ ଯେ। ଭଞ୍ଜ, ଲାବଣ୍ୟବତୀ।