ଜାରାଶବର Jārā-ṡabara

  • ଦେ. ବି. (ନାମ) (ସଂ. ଜରା) — ଯେଉଁ ଶବରର ବାଣ ଶ୍ରୀକୃଷ୍ଣଙ୍କ ପାଦରେ ବାଜିବାରୁ ତାହାଙ୍କର ମୃତ୍ୟୁ ଘଟିଥିଲା — Name of a fowler who unwittingly caused the death of Ṡrīkṛushṇa by aiming an arrow and hitting his toe, mistaking it for a deer