ଜାରଜଯୋଗ J̄āraja-j̄oga

  • ସଂ. ବି. — ଫଳିତ ଜ୍ୟୋତିଷ ମତରେ ଜାତକରେ ଘଟିବା ଗ୍ରହସ୍ଥିତିଯୁକ୍ତ ଯୋଗବିଶେଷ — Name of a kind of astrological conjunction of planets in a person's horoscope
  • ସଂ. ବି. — [ଦ୍ର—ଜାରକରେ ଯଦି ଲଗ୍ନ ବା ଚନ୍ଦ୍ର ଉପରେ ବୃହସ୍ପତିଙ୍କ ଦୃଷ୍ଟି ପଡ଼ୁ ନ ଥାଏ ବା ସୂର୍ଯ୍ୟଙ୍କ ସହିତ ଚନ୍ଦ୍ର ଯୁକ୍ତ ହୋଇ ନ ଥାଏ କିମ୍ବା ସୂର୍ଯ୍ୟଙ୍କ ସହିତ ପାପଯୁକ୍ତ ଚନ୍ଦ୍ରମା ଯୁକ୍ତ ହୋଇ ଥାଏ, ତେବେ ଉକ୍ତ ବ୍ଯକ୍ତିର ଜାରକ ଯୋଗ ହେବାର ଅନୁମିତ ହୁଏ। ଦ୍ୱିତୀୟା, ସପ୍ତମୀ ଓ ଦ୍ୱାଦଶୀ ତିଥିରେ ଓ ରବିବାର, ଶନିବାର ବା ମଙ୍ଗଳବାର ଦିନ ଯଦି କୃତ୍ତିକା, ମୃଗଶିରା, ପୁନର୍ବସୁ, ଉତ୍ତରାଷାଢ଼ା, ଧନିଷ୍ଠା ବା ପୂର୍ବଭାଦ୍ରପଦ ନକ୍ଷତ୍ର ପଡ଼େ ତେବେ ଏହାକୁ ଜାରଜ ଯୋଗ ବୋଲା ଯାଏ ଏ ଯୋଗରେ ଜନ୍ମିବା ବାଳକ ମାତାଙ୍କ ବିବାହିତ ସ୍ୱାମୀଙ୍କ ଔରସ ନ ଥିବାର ଜ୍ୟୋତିଷୀମାନେ ଅନୁମାନ କରନ୍ତି—ହି. ଶବ୍ଦସାଗର।]