ଜାମ୍ରୁଲ୍ Jām-rul
- ବୈଦେ. ବି. (ଇଂ. ଜାମ୍ବୋଲାନା; ତୁଳ. ସଂ. ଜମ୍ବୁ) — ଜମ୍ବୁକାଦି ବର୍ଗର ଉଦ୍ୟାନଜାତ ଫଳତରୁବିଶେଷ — Eugeniā Alba
- ବୈଦେ. ବି. (ଇଂ. ଜାମ୍ବୋଲାନା; ତୁଳ. ସଂ. ଜମ୍ବୁ) — [ଦ୍ର—ଏ ଗଛ ପ୍ରଥମେ ମାଳଦ୍ୱୀପରୁ ଭାରତକୁ ଆନୀତ ହୋଇଥିଲା। ଏହା ବର୍ଷା ଋତୁରେ ଫଳ ଧରେ; ଫଳ ଧଳା ଓ ମସୃଣ। ଏହାକୁ ଚୋବାଇଲେ ଏଥିରୁ ସୁସ୍ୱାଦୁ ରସ ବାହାରେ।]