ଜାମ୍ବୁମାଳୀ Jāmbu-māḻī

  • ସଂ. ବି. (ନାମ) — ହନୁମାନ୍ ରାବଣର ଅଶୋକ ବନକୁ ଉଜାଡ଼ିବା ସମୟରେ ହନୁମାନ୍ ଦ୍ୱାରା ହତ ପ୍ରହସ୍ତ ନାମକ ଅସୁରର ପୁତ୍ର — Name of the son of demon Prahasta killed by Hanumān