ଜାମ୍ବୁନଦ Jāmbu-nada

  • ସଂ. ବିଣ. (ଜମ୍ବୁନଦୀ=ସୁମେରୁ ପର୍ବତୋତ୍ପନ୍ନ ନଦୀବିଶେଷ +ଭାବାର୍ଥେ. ଅ) — ଜମ୍ବୁ ନଦୀରୁ ଉତ୍ପନ୍ନ — Got from ther river Jambu
  • ସଂ. ବି — ସ୍ୱର୍ଣ୍ଣ; ସୁନା — Gold
  • ସଂ. ବି — ଦୁଦୁରା ଗଛ ଓ ଫୁଲ — The thorn-apple plant and its flower