ଜାମ୍ବବତୀ Jāmba-batī
- ସଂ. ବି — (ନାମ) (ଜାମ୍ବବତ୍+ଅପତ୍ୟାର୍ଥରେ. ଅ+ସ୍ତ୍ରୀ. ଈ)—ଶ୍ରୀକୃଷ୍ଣଙ୍କର ରାଣୀବିଶେଷ — Name of a queen of Ṡrīkṛushṇa
- ସଂ. ବି — [ଦ୍ର—ଶ୍ରୀକୃଷ୍ଣ ସ୍ୟମନ୍ତକ ମଣି ପାଇଁ ଏହାଙ୍କ ପିତା ଜାମ୍ବବାନଙ୍କ ସଙ୍ଗେ ଯୁଦ୍ଧ କରି ତାହଙ୍କୁ ପରାସ୍ତ କରିବାରୁ ଜାମ୍ବବାନ୍ ସ୍ୟମନ୍ତକ ମଣି ସହିତ ଆପଣା କନ୍ଯା ଜାମ୍ବବତୀଙ୍କୁ ଶ୍ରୀକୃଷ୍ଣଙ୍କ ହସ୍ତରେ ଅର୍ପଣ କଲେ। ଜାମ୍ବବତୀଙ୍କ ଗର୍ଭରୁ 'ଶାମ୍ବ' ଜନ୍ମିଥିଲେ।]
- ସଂ. ବି — ନାଗଦମନୀ (ଦେଖ) (ହି. ଶବ୍ଦସାଗର) — Nāga-damanī (See)