ଜାମୁଡାଳି ନାଚ Jāmu-ḍāḻi nācha

  • ଦେ. ବି — ଆଦିମ ଅଧିବାସୀଙ୍କ ମଧ୍ୟରେ ପ୍ରଚଳିତ ନୃତ୍ୟବିଶେଷ — A kind of dancing performed by aborigines
  • ଦେ. ବି — ଶଅରୁଣୀଙ୍କର ଜାମୁଡାଳି ନାଚ, କେଳାର ହାବୁଡ଼ା ଖେଳ— ନନ୍ଦକିଶୋର, ନିର୍ଝରିଣୀ।
  • ଦେ. ବି — [ଦ୍ର—ଏଥିରେ ନାଚୁଣୀମାନେ ଜାମୁଡାଳି ହାତରେ ଧରି ବା ଜୁଡ଼ାରେ ଖୋସି ନାଟ କରନ୍ତି।]