ଜାମାନିମା Jāmā-nimā

  • ଦେ. ବି. (ସହଚର, ଫା. ଜାମା+ ଅନର୍ଥକ 2 ୟ ସହଚର ନିମା) — କୁରୁତା ଓ ପାଇଜାମା; କୋଟ୍ ପାଣ୍ଟ୍ — Coat and pant
  • ଦେ. ବି. (ସହଚର, ଫା. ଜାମା+ ଅନର୍ଥକ 2 ୟ ସହଚର ନିମା) — ପିନ୍ଧିଥିବା ଜାମାନିମାଗୁଡ଼ିକ, ଗୁପତ ଅଙ୍ଗ ଦିଶିଲେ ଝଲକ। କବିସୂର୍ଯ୍ୟ, କବିତା।