ଜାବାଳି Jābārḻi

  • ସଂ. ବି. ପୁଂ. (ନାମ) — ଋଷିବିଶେଷ — Name of a sage
  • ସଂ. ବି. ପୁଂ. (ନାମ) — [ଦ୍ର—ଜାବାଳି କଶ୍ୟପବଂଶୀୟ ଥିଲେ। ଏ ଦଶରଥଙ୍କ ଗୁରୁ ଓ ଜଣେ ମନ୍ତ୍ରୀ ଥିଲେ। ରାମଚନ୍ଦ୍ରଙ୍କ ବନବାସ ସମୟରେ ଏ ଚିତ୍ରକୂଟକୁ ଯାଇ ବନରୁ ପ୍ରତ୍ୟାଗମନ କରିବାକୁ ରାମଚନ୍ଦ୍ରଙ୍କୁ ବୁଝାଇଲେ, କିନ୍ତୁ ଅକୃତକାର୍ଯ୍ୟ ହେଲେ। ଏହାଙ୍କ ଉପଦେଶରେ ଚାର୍ବାକ ମତର ଆଭାସ ଦେଖାଯାଏ—ହି. ଶବ୍ଦସାଗର।]
  • ସଂ. ବି. ପୁଂ. (ନାମ) — ସଂହିତାକାର ଋଷିବିଶେଷ — Name of the author of a treatise on Hindu law
  • ସଂ. ବି. ପୁଂ. (ନାମ) — ଛାଗୋପଜୀବୀ; ଛାଗବ୍ଯବସାୟୀ; ଜାବାଳ — A person who rears goats for a living