ଜାବତା ନକଲ Jābatā nakala

  • ବୈଦେ. ବି — (ଅ;) (ଅଦାଲତଙ୍କ ନିୟମାନୁସାରେ ପ୍ରସ୍ତୁତ ନକଲ)—ଅଦାଲତଙ୍କ ସ୍ୱାକ୍ଷରିତ ବା ମୋହରମରା ପ୍ରତିଲିପି; ସହିମୋହରି ନକଲ — Certified copy of a document