ଜାନୁ-ଯଉବନ Jānu-j̄aubana
- ଦେ. ବି. (ସଂ. ଯାନୁ ଯୌବନ) — (ଯୁବତୀର) ଜାନୁ ଓ ଅନ୍ଯ ଅବୟବମାନଙ୍କରେ ଯୌବନଯୋଗୁଁ ବିକଶିତ ଲକ୍ଷଣାଦି — Robust thigh and other indications of youth of a woman
- ଦେ. ବି. (ସଂ. ଯାନୁ ଯୌବନ) — ରୁଣୁଝୁଣୁ ହୋଇ ଗାଧୋଇ ପାଧୋଇ ନଈରୁ ଆସୁଛି ଗୋରୀ ଜାନୁ ଯଉବନ ସବୁ ଦିଶୁଅଛି ସରୁ ଲୁଗା ଫୁଟି କରି—ଢଗ।