ଜାନୁ ଘଣ୍ଟ Jānu-ghaṇṭa

  • ଦେ. ବି. (ନାମ) — ସତ୍ୟଯୁଗର ରାଜଚକ୍ରବର୍ତ୍ତିବିଶେଷ — Name of an ancient king of the golden age of the Hindu mythology
  • ଦେ. ବି. (ନାମ) — [ଦ୍ର—ସତ୍ୟଯୁଗରେ 6 ଜଣ ଚକ୍ରବର୍ତ୍ତି ରାଜତ୍ୱ କରି— ଥିଲେ ଯଥା—ବଳି, ବେଣ, ମାନ୍ଧାତା, ପୁରୁରବାଃ, ଜାନୁଘଣ୍ଟ ଓ ପରଶୁରାମ। ଉକ୍ତ ଜାନୁଘଣ୍ଟ ଜାନୁରେ ଘଣ୍ଟା ବାନ୍ଧିଥିଲେ। ମାଦଳାପାଞ୍ଜିରେ ଏହାଙ୍କର ନାମୋଲ୍ଲେଖ ଅଛି। କିନ୍ତୁ ସଂସ୍କୃତ ଗ୍ରନ୍ଥମାନଙ୍କରେ ଜାନୁଘଣ୍ଟ ପରିବର୍ତ୍ତରେ ଧୁନ୍ଦୁମାର ନାମ ଉଲ୍ଲେଖ ଅଛି ଓ ପରଶୁରାମଙ୍କ ପରିବର୍ତ୍ତରେ କାର୍ତ୍ତବୀର୍ଯ୍ୟଙ୍କ ନାମ ଲେଖାଅଛି।] — [ଦ୍ର—ସତ୍ୟଯୁଗରେ6ଜଣ ଚକ୍ରବର୍ତ୍ତି ରାଜତ୍ୱ କରି— ଥିଲେ ଯଥା—ବଳି, ବେଣ, ମାନ୍ଧାତା, ପୁରୁରବାଃ, ଜାନୁଘଣ୍ଟ ଓ ପରଶୁରାମ ଉକ୍ତ ଜାନୁଘଣ୍ଟ ଜାନୁରେ ଘଣ୍ଟା ବାନ୍ଧିଥିଲେ ମାଦଳାପାଞ୍ଜିରେ ଏହାଙ୍କର ନାମୋଲ୍ଲେଖ ଅଛି କିନ୍ତୁ ସଂସ୍କୃତ ଗ୍ରନ୍ଥମାନଙ୍କରେ ଜାନୁଘଣ୍ଟ ପରିବର୍ତ୍ତରେ ଧୁନ୍ଦୁମାର ନାମ ଉଲ୍ଲେଖ ଅଛି ଓ ପରଶୁରାମଙ୍କ ପରିବର୍ତ୍ତରେ କାର୍ତ୍ତବୀର୍ଯ୍ୟଙ୍କ ନାମ ଲେଖାଅଛି]