ଜାନପଦୀ Jānapadī

  • ସଂ. ବି. ସ୍ତ୍ରୀ. (ଜନପଦ+ଅ ସ୍ତ୍ରୀ. ଇ) — ବୃତ୍ତି (ହ. ଶବ୍ଦସାଗର) — Occupation
  • ସଂ. ବି. ସ୍ତ୍ରୀ. (ଜନପଦ+ଅ ସ୍ତ୍ରୀ. ଇ) — ଅପ୍ସରୋବିଶେଷ — Name of a heavenly nymph
  • ସଂ. ବି. ସ୍ତ୍ରୀ. (ଜନପଦ+ଅ ସ୍ତ୍ରୀ. ଇ) — [ଦ୍ର—ଏହାଙ୍କୁ ଇନ୍ଦ୍ର ଶରନ୍ଦାନ୍ ଋଷିଙ୍କ ତପସ୍ୟା ଭଙ୍ଗ କରିବାକୁ ପଠାଇଥିଲେ; ମହର୍ଷୀ ମୋହିତ ହୋଇ ତାଙ୍କର ଶୁକ୍ରପାତ ହେଲା। ସେହି ଶୁକ୍ରରୁ କୃପ ଓ କୃପୀ ଜନ୍ମିଲେ (ହି. ଶବ୍ଦସାଗର)।]