ଜାଦୁବିଡ୍ୟା Jādu-bidyā

  • ଦେ. ବି. (ଫା. ଜାଦୁ+ସଂ. ବିଦ୍ୟା) — ଭୋଜବାଜୀ — Magic; sorcery
  • ଦେ. ବି. (ଫା. ଜାଦୁ+ସଂ. ବିଦ୍ୟା) — ବଶୀକରଣ ବିଦ୍ୟା — Charm; enchantment