ଜାଦୁଘର Jādu-ghara
- ଦେ. ବି. (ଫା. ଜାଦୁ+ସଂ. ଗୃହ; ଯେଉଁ ଘରର ଅଦ୍ଭୁତ ପଦାର୍ଥସମୂହ ଦର୍ଶକର ମନକୁ ମୁଗ୍ଧ କରେ) — ପ୍ରାକୃତିକ ଓ ଶିଳ୍ପବିଜ୍ଞାନ ଜାତ ପଦାର୍ଥସମୂହ ସଂଗୃହୀତ ହୋଇ ରଖା ଯାଇଥିବା ସ୍ଥାନ; କୌତୁକା— ଗାର — Museum
- ଦେ. ବି. (ଫା. ଜାଦୁ+ସଂ. ଗୃହ; ଯେଉଁ ଘରର ଅଦ୍ଭୁତ ପଦାର୍ଥସମୂହ ଦର୍ଶକର ମନକୁ ମୁଗ୍ଧ କରେ) — [ଦ୍ର—ଆଧୁନିକ ବଡ଼ ବଡ଼ ନଗରମାନଙ୍କରେ ବିଚିତ୍ର ବସ୍ତୁ— ବହୁଳ ଜାଦୁଘରମାନ ଅଛି। ଭାରତବର୍ଷରେ କଲିକତାର ଜାଦୁଘର ପ୍ରଧାନ।]