ଜାତେଷ୍ଠି Jāteshṭi

  • ସଂ. ବି. ( 6 ଷ୍ଠୀ ତତ୍; ଜାତ+ଇଷ୍ଟି=ଯାଗ) — ଜାତ କର୍ମ ସଂସ୍କାର; ସନ୍ତାନ ଜନ୍ମ ହେଲେ ପିତାଙ୍କ ଅନଷ୍ଠେୟ ଯାଗାଦି କର୍ମ — Rites and ceremonies performed by the father on the birth of a son