ଜାତୀୟ ସ୍ୱଭାବ Jātīya swabhāba

  • ସଂ. ବି. — ଏକ ଜାତୀୟ ବ୍ଯକ୍ତି ବା ଜୀବଙ୍କର ବିଶିଷ୍ଟ ପ୍ରକୃତି — National traits or characteristics; caste-ways