ଜାତୀୟ ପାଣ୍ଠି Jātīya-pāṇṭhi

  • ଦେ. ବି — ଜାତିବିଶେଷରେ ସାଧାରଣ ହିତକର କାର୍ଯ୍ୟରେ ବ୍ଯୟିତ ହେବା ନିମନ୍ତେ ସେହି ଜାତିର ବ୍ଯକ୍ତିମାନଙ୍କ ସମବେତ ଉଦ୍ୟମରେ ସଂଗୃହୀତ ଧନ ରାଶି — A national fund; the coffers of a nation