ଜାତୀୟ ଅନୁଷ୍ଠାନ Jātīya anusṭhāna

  • ସଂ. ବି. (ଆଧୁନିକ ପ୍ରୟୋଗ) — ଏକଜାତୀୟ ସମସ୍ତ ବ୍ଯକ୍ତିଙ୍କର ମଙ୍ଗଳରେ ସାଧାରଣ କାର୍ଯ୍ୟ — A national institution; institution beneficial to all the members of a society